ETV Bharat / state

ରାୟଗଡ଼ାରେ ଗ୍ୟାସ ଟାଙ୍କି ବିସ୍ଫୋରଣ: ୩ ଗୁରୁତର, ଜଣଙ୍କୁ ବିଶାଖପାଟଣା ସ୍ଥାନାନ୍ତର

ଗ୍ୟାସ ଟାଙ୍କି ଫାଟି ୩ ଗୁରୁତର । ରାୟଗଡ଼ା ସହର ରାଣୀଗୁଡା ଫାର୍ମ ନିକଟରେ ଅଘଟଣ । ୩ ଗୁରୁତର, ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ବିଶାଖପାଟଣା ସ୍ଥାନାନ୍ତର କରାଯାଇଛି ।

GAS CYLINDER BLAST IN RAYAGADA
GAS CYLINDER BLAST IN RAYAGADA (ETV Bharat Odisha)
author img

By ETV Bharat Odisha Team

Published : 3 hours ago

ରାୟଗଡ଼ା: ଗ୍ୟାସ ଟାଙ୍କି ଫାଟି ୩ ଗୁରୁତର । ରାୟଗଡ଼ା ସହରର ହାତୀପଥର ରୋଡ୍ ରାଣୀଗୁଡା ଫାର୍ମ ନିକଟରେ ଏଭଳି ଅଘଟଣ ଘଟିଛି । ତେବେ ଆହତ ୩ ଜଣ ହେଲେ ଡି.ଶିବା, ଧର୍ମା ମିଣିଆକା ଓ ଦିନ ମିଣିଆକା । ସମସ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲେ ଭର୍ତ୍ତି କରାଯାଇଥିଲା । ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବିଶାଖାପାଟଣାକୁ ସ୍ଥାନାନ୍ତରିତ କରାଯାଇଛି ।

ସୂଚନା ଯୋଗ୍ୟ, ଆୟାପ୍ପା ଦୀକ୍ଷା ନେଇଥିବା ତିନି ଜଣ ଶ୍ରଦ୍ଧାଳୁ ରାୟଗଡ଼ା ସହରର ହାତୀପଥର ରୋଡ ରାଣୀଗୁଡା ଫାର୍ମ ନିକଟରେ ଏକ ଭଡା ଘରେ ରହୁଥିଲେ । ହେଲେ କୌଣସି କାରଣରୁ ଗ୍ୟାସ ଲିକ୍ ଥିବାରୁ ଗ୍ୟାସ ଅନ କରିବା ମାତ୍ରେ ନିଆଁ ଲାଗି ବିସ୍ପୋରଣ ହୋଇଥିଲା । ତେବେ ଘର କବାଟ ବନ୍ଦ ରହିଥିବା ଯୋଗୁଁ ସମସ୍ତେ ଗଭୀର ଆଘାତ ହୋଇଛନ୍ତି । ସ୍ଥାନୀୟ ଲୋକେ ଏବଂ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିବା ବେଳେ ୩ ଜଣକୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବିଶାଖାପାଟଣାକୁ ସ୍ଥାନାନ୍ତରିତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ ...ଖୋର୍ଦ୍ଧା ଘରୋଇ ଟିଭି ଚ୍ୟାନେଲ ଷ୍ଟୁଡିଓରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ଏହା ମଧ୍ୟ ପଢନ୍ତୁ ...ଦୀପାବଳି ରାତିରେ ଭୁବନେଶ୍ବରରେ ଜଳିଗଲା ଏକାଧିକ ଦୋକାନ, ମାର୍କେଟ ବିଲଡିଂରେ ଲାଗିଲା ନିଆଁ

ଏହା ମଧ୍ୟ ପଢନ୍ତୁ ...ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ୩ ପରିବାରର ୧୦ ବଖରା ଘର

ଇଟିଭି ଭାରତ,ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.