ଡିଜିଟାଲ ପାଠଶାଳା: ଡିପିଏସ ସ୍କୁଲ ଶିକ୍ଷକଙ୍କ ଅନଲାଇନ ଶିକ୍ଷାଦାନ - ଅନଲାଇନ ଶିକ୍ଷାଦାନ
🎬 Watch Now: Feature Video

ଅନୁଗୋଳ: ସିବିଏସି ପାଠ୍ୟକ୍ରମର ନବମ ଶ୍ରେଣୀ ଫିଜିକ୍ସ ବିଷୟ ବସ୍ତୁର ୮ ଅଧ୍ୟାୟ ସମ୍ପର୍କରେ ପିଲାଙ୍କ ପାଇଁ ଶିକ୍ଷାଦାନ କରୁଛନ୍ତି ଅନୁଗୋଳ ନାଲକୋ ଡିପିଏସ ସ୍କୁଲର ଶିକ୍ଷକ ସନ୍ତୋଷ କୁମାର ସ୍ବାଇଁ । ସିବିଏସି ନବମ ଶ୍ରେଣୀ ପାଠ୍ୟକ୍ରମର ୮ ଅଧ୍ୟାୟରେ ଥିବା ମୋସନ(MOTION) ସମ୍ପର୍କରେ ସବିଶେଷ ତଥ୍ୟ ରଖିଛନ୍ତି ଅନୁଗୋଳ ଶିକ୍ଷକ ସନ୍ତୋଷ । ଏହି ଅଷ୍ଟମ ଅଧ୍ୟାୟରେ ଥିବା Scalar, vector, Distance, Displacement, Speed, velocity ଆଦି ସଂକ୍ରାନ୍ତରେ ମଧ୍ୟ ଶିକ୍ଷାଦାନ କରିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ