Omicron Fear: ଆତଙ୍କିତ ହୁଅନ୍ତୁ ନାହିଁ, ପିଲାଙ୍କୁ ସାଧାରଣତଃ କୋଭିଡ ହୁଏନି - ଓଡ଼ିଶାରେ କୋଭିଡ ଟେନ୍ସନ୍
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-14228080-thumbnail-3x2-omicron.jpg)
ଭୁବନେଶ୍ବର: ରାଜ୍ୟରେ କୋଭିଡ ନୂଆ ରୂପରେ ଉଭା ହୋଇଛି । ଏହି ଓମକ୍ରନ ଭାରିଏଣ୍ଟକୁ ନେଇ ରାଜ୍ୟବାସୀଙ୍କ ମନରେ ଅନେକ ପ୍ରଶ୍ନ ରହିଛି । ଏହି ଭାରିଏଣ୍ଟ ଦାଉରୁ ରକ୍ଷା କରିବା ପାଇଁ କିଶୋରକିଶୋରୀଙ୍କୁ ଟୀକାକରଣ କରାଯାଇଛି । ତେବେ ୧୫ ବର୍ଷରୁ କମ୍ ବୟସ୍କଙ୍କୁ ଏପର୍ଯ୍ୟନ୍ତ ଟୀକା ଦିଆଯାଇ ପାରିନାହିଁ । ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଡାକ୍ତର ପ୍ରେସମିଟ୍ କରି ଲୋକଙ୍କ ଆଶଙ୍କା ଦୁର କରିବାକୁ ଚେଷ୍ଟା କରିଛନ୍ତି । ଏହାପୂର୍ବରୁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଓମିକ୍ରନ ଭାରିଏଣ୍ଟ ସମ୍ପର୍କରେ ସୂଚନା ଦିଆଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ