ସାମୁଦ୍ରିକ ଝଡ 'ଅମ୍ଫାନ'କୁ ନେଇ ପାଣିପାଗ ବିଶେଷଜ୍ଞଙ୍କ ବିସ୍ତୃତ ବିବରଣୀ, ଦେଖନ୍ତୁ ଭିଡିଓ - ଉମାଶଙ୍କର ଦାସ
🎬 Watch Now: Feature Video
ଭୁବନେଶ୍ବର: ଭୟଙ୍କର ହେଉଛି ଅମ୍ଫାନ । ପାରାଦୀପ ଠାରୁ ଦକ୍ଷିଣରେ ୫୨୦ କିମି ଦୂରରେ ରହିଛି । ତେବେ ଭୁବନେଶ୍ବରରେ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଛି । ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର କଚ୍ଚା ଘର ମଧ୍ୟ ଭାଙ୍ଗିବା ନେଇ ପୂର୍ବାନୁମାନ କରିଛି ଆଇଏମଡି । ତେବେ ମହାବାତ୍ୟା ସମ୍ପର୍କରେ ଆମ ଇଟିଭି ଭାରତ ସାମ୍ବାଦିକଙ୍କୁ ଅଧିକ ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ..
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ
Last Updated : May 19, 2020, 4:32 PM IST