Vigilance Raid: ସିପାହୀ କହିଲେ ମୁଁ ନିର୍ଦ୍ଦୋଷ, ସହକର୍ମୀ ମୋତେ ଫସାଇଛନ୍ତି - କଟକ ଓଏସଏପି ସିପାହୀ ସହଦେଵ ପରିଡା

🎬 Watch Now: Feature Video

thumbnail

By

Published : Dec 7, 2021, 12:44 PM IST

କଟକ: ଭିଜିଲାନ୍ସ ଜାଲରେ ଓଏସଏପି ସିପାହୀ ସହଦେଵ ପରିଡା (Cuttack OSAP) । ଆୟ ବହିର୍ଭୂତ ଠୁଳ ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ (Cuttack Vigilance Raid)। ଆଜି ରେଡ କରାଯାଇଥିବା ବେଳେ ତାଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସିପାହୀ ସହଦେଵ ପରିଡା । କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.