ଦାଉ ସାଜୁଛି ଲଘୁଚାପ: ମାନ୍ଦା ବେପାର, ଚିନ୍ତାରେ ବେପାରୀ - କୋହଲା ପାଗ
🎬 Watch Now: Feature Video

ଭୁବନେଶ୍ବର: ଆଲୋକର ପର୍ବ ଦୀପାବଳୀକୁ ଆଉ ଗୋଟିଏ ଦିନ ବାକି ରହିଛି । ଆନନ୍ଦ ଓ ଉଲ୍ଲାସରେ ପର୍ବଟିକୁ ମନ ଭରି ଉପଭୋଗ କରିବାକୁ ଗାଁ ଠାରୁ ଆରମ୍ଭ କରି ସହର ଚଳଚଞ୍ଚଳ ହୋଇଉଠିଛି । ତେବେ ହସଖୁସିର ଏହି ପର୍ବରେ ସାମାନ୍ୟ ପାଗକୁ ନେଇ ଚିନ୍ତାରେ ପଡିଛନ୍ତି ସାଧାରଣ ଲୋକ ଓ ବାଣ ବେପାରୀ ।