ଧଳା ସୁନାର ଅଭାବୀ ବିକ୍ରି, ଚିନ୍ତାରେ ଚାଷୀ

By

Published : Dec 18, 2020, 10:45 PM IST

thumbnail

ବଲାଙ୍ଗୀର: ବଲାଙ୍ଗୀର ଧଳା ସୁନା କୁହାଯାଉଥିବା କପା ଚାଷ ଏଥର ବମ୍ଫର ହୋଇଛି। ଚାଷୀ ଭଲ ଦୁଇ ପଇସା ରୋଜଗାର କରିବେ ବୋଲି ଆଶା ରଖିଥିଲେ। ହେଲେ ସବୁ ଆଶା ମଉଳି ଯାଇଥିବା ବେଳେ ଧାର୍ଯ୍ୟ ମୂଲ୍ୟ ଠାରୁ କମ୍ରେ କପା ବିକ୍ରି କରି ଚାଷୀ ସହିଛନ୍ତି କ୍ଷତି । ଅନ୍ୟପଟେ ଜିଲ୍ଲା ପ୍ରଶାସନ ସବୁ ଠିକ୍ କହୁଥିବା ବେଳେ କପା ମିଲର ମାନେ ଚଳାଇଛନ୍ତି ଏକଚାଟିଆ ରାଜୁତି।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.