କୋରୋନା ମାଡରେ ଝଟକୁନି ଗୁଡଭେଲିପଦର ତମ୍ବାନାଗ କାରିଗରୀ - copper Craftsmanship economy
🎬 Watch Now: Feature Video

ବୌଦ୍ଧ: କଳାଗାଁ ଭାବେ ପରିଚିତ ଗୁଡଭେଲିପଦରେ ଅବହେଳିତ କାରିଗର । ତମ୍ବାନାଗ କାରଗରି ପ୍ରସିଦ୍ଧ ଲାଭ କରିଥିବା ଏହି ଗ୍ରାମବାସୀ ଏବେ କୋରୋନା କାଳରେ ପେଶି ହୋଇଯାଇଛନ୍ତି । ରୋଜଗାର ଉପରେ କଟକଣା ମାଡ ଭାଙ୍ଗି ଦେଇଛି ଏମାନଙ୍କ ଆର୍ଥିକ ମେରୁଦଣ୍ଡ । ଫଳରେ ତମ୍ବାନାଗ କାରିଗରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।