ଖୋର୍ଦ୍ଧା ଲକ୍ଡାଉନ୍; ପୋଲିସ ପକ୍ଷରୁ ସଚେତନତା ଜାରି - କୋରୋନା ଭାଇରସ୍ ସତର୍କତା
🎬 Watch Now: Feature Video

ଖୋର୍ଦ୍ଧା : ବିଶ୍ବରେ କୋରୋନା ମହାମାରୀର ରୂପ ନେଇଥିବାବେଳେ ଦେଶ ଏବଂ ରାଜ୍ୟରେ ଏହାର ମୁକାବିଲା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି । ଏହି ରୋଗ ଦାଉରୁ ରକ୍ଷା ପାଇବା ପାଇଁ ଖୋର୍ଦ୍ଧା ଜିଲ୍ଲାକୁ ସରକାର ଲକ୍ଡାଉନ୍ ଘୋଷଣା କରିଛନ୍ତି ।