ଯାଜପୁରରେ କୋରୋନା ସଚେତନତା କରୁଛି ଡ୍ରୋନ, ଦେଖନ୍ତୁ ଭିଡିଓ... - corona awareness
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-7180347-1017-7180347-1589361532601.jpg)
ଯାଜପୁର: ପ୍ରତ୍ୟେକ ଜିଲ୍ଲାର ଜନବହୁଳ ସ୍ଥାନଠାରୁ ଆରମ୍ଭ କରି କଣ୍ଟେନମେଣ୍ଟ ଜୋନରେ ଲୋକମାନେ କିଭକି ସାମାଜିକ ଦୂରତ୍ବ ଠାରୁ ଆରମ୍ଭ କରି କୋରୋନା ସନ୍ଦିଗ୍ଧଙ୍କ ଠାରୁ ଦୂରେଇ ରହିବେ ସେଥିପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଏକ ଡ୍ରୋନ ଫରସାନି ଟାଇଜର ନାମକ ନୂଆ ଯୋଜନା । ଭୁବନେଶ୍ବର, କଟକ ପରେ ଯାଜପୁରରେ ଏହି ଡ୍ରୋନ କ୍ୟାମେରା ଜିଲ୍ଲାର ପ୍ରତ୍ୟେକ ବଜାର, ହାଟ ଓ କଣ୍ଟେନମେଣ୍ଟ ଜୋନରେ ବୁଲି ଲୋକଙ୍କୁ କୋରୋନା ରୋଗରୁ କିପରି ଦୂରେଇ ରହିହେବ ବୋଲି ସଚେତନ କରୁଛି । ଏଥିପାଇଁ ଯାଜପୁର ଜିଲ୍ଲା ବ୍ୟାସନଗରର କୋପଣ୍ଡ ବଜାରରୁ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ