ବିଜେଡିର କୋଭିଡ୍ ସଚେତନତା କାର୍ଯ୍ୟକ୍ରମକୁ କଂଗ୍ରେସର ଦସ୍ତଖତ ଅଭିଯାନ - Tara Prasad Bahinipati on bjd padajatra

🎬 Watch Now: Feature Video

thumbnail

By

Published : Oct 2, 2020, 10:46 PM IST

ଭୁବନେଶ୍ବର: ବିଜେଡି ମାସେ ବ୍ୟାପୀ କୋଭିଡ୍‌ ସଚେତନତା କାର୍ଯ୍ୟକ୍ରମ କରିବ । ଯାହାର ପ୍ରତି ଜବାବରେ କଂଗ୍ରେସ କୋଭିଡ୍‌ରେ ସରକାର ଫେଲ ମାରିଥିବା ଦର୍ଶାଇ ଦସ୍ତଖତ ଅଭିଯାନ ଆରମ୍ଭ କରିଛି । ଆଜିଠାରୁ କଂଗ୍ରେସ ଏହି ଅଭିଯାନ ମାଧ୍ୟମରେ ପ୍ରତି ଗାଁ ଓ ପଞ୍ଚାୟତରେ ବୁଲି ବୁଲି ଦସ୍ତଖତ ସଂଗ୍ରହ କରିବ । ଏହାସହ କୋଭିଡ୍‌ରେ ସରକାର ଫେଲ ମାରିଥିବା ଲୋକଙ୍କୁ ଜଣାଇବ । ସେହିପରି ସରକାର କୋଭିଡ୍‌ରେ ଶହ ଶହ କୋଟି ଆତ୍ମସାତ କରିଥିବା କଥା ମଧ୍ୟ ଲୋକଙ୍କ ନିକଟରେ ପହଞ୍ଚାଇବ ବୋଲି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.