thumbnail

By

Published : Jun 11, 2021, 3:57 PM IST

ETV Bharat / Videos

ବିଜେଡି ପରେ କଂଗ୍ରେସ, ଧାନର MSP ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ରକୁ ପ୍ରଦୀପ ମାଝୀଙ୍କ ଟାର୍ଗେଟ

ଭୁବନେଶ୍ବର: ଧାନର MSP ବୃଦ୍ଧିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । କେନ୍ଦ୍ର ସରକାର ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ପାଇଁ ପ୍ରତିଶୃତି ଦେଇଥିଲେ କିନ୍ତୁ ତାହା ସରକାର ପାଳନ କରୁନାହିାଁନ୍ତି । ୟୁପିଏ ସରକାର ସମୟରେ ଯେ ଭଳି ଭାବରେ ଧାନର ଏମଏସପି ବୃଦ୍ଧି କରାଯାଇଥିଲା ସେହି ପରିମାଣରେ ବର୍ତ୍ତମାନର କେନ୍ଦ୍ର ସରକାର ବୃଦ୍ଧି କରୁନାହାଁନ୍ତି । ଯାହା ନିକଟରେ କେନ୍ଦ୍ର ସରକାର ଧାନର ଏମଏସପିରେ ମାତ୍ର 72 ଟଙ୍କା ବୃଦ୍ଧି କରିଛନ୍ତି । ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.