ଆମେ ଗାନ୍ଧୀ ଆଉ ସୁବାଷଙ୍କ ଚିନ୍ତାଧାରାରେ ବିଶ୍ୱାସ କରୁ: ସୁର - କଂଗ୍ରେସ ବିଧାୟ ସୁର ରାଉତରାୟ

🎬 Watch Now: Feature Video

thumbnail

By

Published : Jan 20, 2022, 10:19 PM IST

ଭୁବନେଶ୍ବର: ଆମେ ଗାନ୍ଧୀ ଏବଂ ସୁବାଷ ବୋଷଙ୍କ ପଦାଙ୍କ ଅନୁସରଣ କରୁ। ଆମେ ସରଳ ବିଶ୍ବାସୀ, ଗାନ୍ଧୀଙ୍କ ଆଦର୍ଶରେ ଅହିଂସାକୁ ଗୁରୁତ୍ବ ଦେଉ ଏବଂ ସୁବାଷ ବୋଷଙ୍କ ଚିନ୍ତାଧାରାରେ ମଧ୍ୟ କାର୍ଯ୍ୟ କରୁ। ନିର୍ବାଚନ ରେ ଖାଲି ଗାନ୍ଧିଗିରି ଚଳିବ ନାହିଁ ,ଆବଶ୍ୟକ ସ୍ଥଳେ ସୁବାଷ ବୋଷ ଙ୍କ ପଦାଙ୍କ ଅନୁସରଣ କରିବାକୁ ପଡିବ । ନବୀନଙ୍କୁ ସୁରଙ୍କ ଆହ୍ବାନ, ନିର୍ବାଚନରେ ସ୍ବଚ୍ଛତା ରକ୍ଷା କରୁ ଶାସକ ବିଜେଡି। ଯଦି ଆମକୁ କିଏ ନାଲି ଆଖି ଦେଖାଇବ ତାକୁ ଆମେ ଦୃଢ଼ ଜବାବ ଦେବୁ। ନିର୍ବାଚନରେ ଆମେ ଜନତାଙ୍କୁ ବିଶ୍ବାସ କରୁ। ଗାନ୍ଧୀଜୀଙ୍କ ଆଦର୍ଶ ଆମେ ମାନିବୁ ହେଲେ ଆବଶ୍ୟକ ପଡ଼ିଲେ ଆମେ ନେତାଜୀଙ୍କ ଭଳି କଠୋର ହେବୁ ଚୁପ ରହିବୁନାହିଁ । ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.