ଯୁବତୀଙ୍କୁ ଆତ୍ମହତ୍ୟା ବେଳେ ଉଦ୍ଧାର ଘଟଣା, ଶୁଣନ୍ତୁ କଣ କହିଲେ ଚର୍ଚ୍ଚିତ ଯବାନ - ଯବାନଙ୍କ ସହ ଫୋନ ଇନ୍
🎬 Watch Now: Feature Video
ନୟାଗଡ଼: ଗତ ମଙ୍ଗଳବାର ମଧ୍ୟାହ୍ନ ସମୟରେ ରାଜଧାନୀ ଦିଲ୍ଲୀର ଜନକପୁରୀ ପଶ୍ଚିମ ମେଟ୍ରୋ ଷ୍ଟେସନ ରେଳ ଧାରଣାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣେ 21 ବର୍ଷୀୟା ଯୁବତୀଙ୍କୁ ଉଦ୍ଧାର କରି ଚର୍ଚ୍ଚାରେ 4 ଯବାନ l CISF ର 4 ଯବାନଙ୍କ ସାହସିକତା ଓ ମାନବିକତାକୁ ଦେଶବ୍ୟାପୀ ଭୁରି ଭୁରି ପ୍ରଶଂସା କରାଯାଉଛି । ତେବେ ଏମାନଙ୍କ ମଧ୍ୟରେ ଅଛନ୍ତି ଓଡିଶାର ନୟାଗଡର ଜଣେ ଯବାନ ନବକିଶୋର ନାୟକ । ଆମ ସହ ଫୋନ ଇନରେ କଥା ହୋଇଛନ୍ତି ନବକିଶେୋର । ଶୁଣନ୍ତୁ ପୁରା ଘଟଣା ବାବଦରେ କଣ କହୁଛନ୍ତି ସେ ।
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ