ଭୁବନେଶ୍ବରରେ ଉଦଘାଟିତ ହେଲା ବିଶ୍ବ ଦକ୍ଷତା କେନ୍ଦ୍ର

By

Published : Mar 5, 2021, 9:47 PM IST

thumbnail
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କଲେ 1342 କୋଟି ଟଙ୍କାରେ ନିର୍ମିତ ବିଶ୍ୱ ଦକ୍ଷତା କେନ୍ଦ୍ର । ଇନଷ୍ଟିଚ୍ୟୁଟ ଅଫ ଟେକନିକାଲ ଏଜୁକେସନ ସିଙ୍ଗାପୁର, ୱାର୍ଲ୍ଡ ସ୍କିଲ ଋଷ, ଗ୍ଲୋବାଲ ଇନଷ୍ଟିଚ୍ୟୁଟ ଫର ଟ୍ରାନ୍ସଫର ସ୍କିଲ୍ସ ଏବଂ ଦକ୍ଷିଣ କୋରିଆ ମଡେଲ ଅନୁଯାୟୀ ଏହା ପ୍ରତିଷ୍ଠା ହୋଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.