ଲୋକନୃତ୍ୟ ତାଳେ ତାଳେ ନାଚିଲେ କେନ୍ଦ୍ର ରେଳମନ୍ତ୍ରୀ, ଦେଖନ୍ତୁ ଭିଡିଓ - ଅଶ୍ବିନୀ ବୈଷ୍ଣବଙ୍କ ରାୟଗଡ଼ା ଗସ୍ତ

🎬 Watch Now: Feature Video

thumbnail

By

Published : Aug 20, 2021, 5:19 PM IST

Updated : Aug 20, 2021, 6:17 PM IST

ରାୟଗଡ଼ା: ଓଡ଼ିଶା ଗସ୍ତରେ କେନ୍ଦ୍ର ରେଳ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏହି ଅବସରରେ ରାୟଗଡ଼ାରେ ପହଞ୍ଚିଥିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏକ ବିଶାଳ ଶୋଭାଯାତ୍ରାରେ ସାଧାରଣ ଜନତା ଓ ଦଳୀୟ କାର୍ଯ୍ୟକର୍ତ୍ତା କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହାପରେ ବିଜେପିର ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ । ବିଶେଷ କରି ରାୟଗଡ଼ା ରେଳ ଡିଭିଜନ ବୁଲି ଦେଖିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାପରେ ପାୟାକୁଟ ନାମକ ଗାଁକୁ ଯାଇ ସେଠାରେ ସମର୍ଥକଙ୍କ ସହ ଲୋକନୃତ୍ୟ କରିଛନ୍ତି ମନ୍ତ୍ରୀ । କୋରାପୁଟିଆ ଲୋକନୃତ୍ୟର ତାଳରେ ନାଚୁଛନ୍ତି ମନ୍ତ୍ରୀ । ଦେଖନ୍ତୁ କିଛି ଝଲକ...
Last Updated : Aug 20, 2021, 6:17 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.