thumbnail

By

Published : Jun 29, 2020, 1:46 PM IST

ETV Bharat / Videos

ସିଡ଼ିଏ-9କୁ କଣ୍ଟେନମେଣ୍ଟ ଜୋନ ଘୋଷିତ, ଦେଖନ୍ତୁ କ'ଣ ରହିଛି ସ୍ଥିତି

କଟକ: ବଡମ୍ବା ଥାନାଧିକାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ଥାନାଧିକାରୀ ସିଡ଼ିଏ ସେକ୍ଟର-୯ ଅଞ୍ଚଳରେ ରହୁଥିଲେ । ଏହା ପରେ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା ହୋଇଛି ସିଡିଏ ସେକ୍ଟର-9 ଅଞ୍ଚଳକୁ । ତେବେ ବର୍ତ୍ତମାନ ସ୍ଥିତି ସମ୍ବନ୍ଧରେ ଅଧିକ ସୂଚନା ଦେଇଛନ୍ତି ଆମ ଇଟିଭି ଭାରତର ସମ୍ବାଦଦାତା.. କଟକରୁ ପ୍ରଭୁ କଲ୍ୟାଣ ପାଲ୍‌, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.