କପିଳାସରେ ପରିବାର ପାଇଲା ପଦ୍ମା, ହିରୋ ସହ ଜମିବ ଯୋଡି - ପରିବାର ପାଇଲା ପଦ୍ମା

🎬 Watch Now: Feature Video

thumbnail

By

Published : Jan 6, 2021, 6:00 PM IST

ଢେଙ୍କାନାଳ: ଜିଲ୍ଲାର କପିଳାଶକୁ ଆସିଥିବା 6 ମାସର ହାତୀ ଛୁଆ ପଦ୍ମା ଆଜିଠାରୁ ଅନ୍ୟ ହାତୀ ଛୁଆଙ୍କ ସହ ମିଶିଛି । କପିଳାସ ହାତୀ ଉଦ୍ଧାର କେନ୍ଦ୍ରକୁ ଅତିଥି ଭାବେ ଆସିବା ପରେ ହାତୀଛୁଆ ପଦ୍ମା ବେଶ ଯତ୍ନର ସହ ରଖାଯାଇଛି । ବ୍ରହ୍ମପୁରରୁ ଉଦ୍ଧାର ହୋଇ କପିଳାଶ ହାତୀ ଉଦ୍ଧାର କେନ୍ଦ୍ରକୁ ଆସିଥିବା 6 ମାସର ହାତୀ ଛୁଆ ପଦ୍ମାକୁ ଆଜିଠାରୁ ଅନ୍ୟ ହାତୀ ମାନଙ୍କ ସହ ମିଶିବାକୁ ଛଡ଼ାଯାଇଛି । ଗତ ୩୧ତାରିଖ ରାତିରେ ଆସି କପିଳାସ ହାତୀ ଉଦ୍ଧାର କେନ୍ଦ୍ରକୁ ନୂଆ ଅତିଥି ଭାବେ ପହଁଚିଥିବା ଏହି ଛଅ ମାସର ହାତୀଛୁଆ ପଦ୍ମାକୁ ସ୍ବତନ୍ତ୍ର ଘରେ ବେଶ ଯତ୍ନର ସହ ରଖାଯାଇଥିଲା । ତାର ରକ୍ତ ନମୁନା ଠାରୁ ଆରମ୍ଭ କରି ସମସ୍ତ ପରୀକ୍ଷା ପାଇଁ ପଠାଯାଇଥିଲା । ଗତ କାଲି ପଦ୍ମର ରକ୍ତ ପରୀକ୍ଷା ରିପୋର୍ଟ ଆସିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.