thumbnail

ଶୁଣନ୍ତୁ, ସମ୍ଭାବ୍ୟ ବାତ୍ୟା ନେଇ କଣ କହୁଛନ୍ତି ଜିଲ୍ଲା ଆପଦକାଳୀନ ଅଧିକାରୀ

By

Published : Nov 8, 2019, 5:53 PM IST

କେନ୍ଦ୍ରାପଡା: ‘ବୁଲବୁଲ’ର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାର ସମସ୍ତ ବ୍ଲକ ଓ ପୌରାଞ୍ଚଳରେ ଏନେଇ ଆଲର୍ଟ ଜାରି ହୋଇଛି । ଏହାସହ କିପରି ସମ୍ଭାବ୍ୟ ବାତ୍ୟା ମୁକାବିଲା କରାଯିବ ଏନେଇ ସୂଚନା ଦେଉଛନ୍ତି ଜିଲ୍ଲା ଆପଦକାଳୀନ ଅଧିକାରୀ ସମ୍ବିତ କୁମାର ଶତପଥି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.