ମାଲକାନଗିରି ଓ ବୀରମିତ୍ରପୁର ଦୁଷ୍କର୍ମ ଘଟଣା; ସରକାରଙ୍କ ଉପରେ ବର୍ଷିଲା ବିଜେପି

🎬 Watch Now: Feature Video

thumbnail

By

Published : Jun 30, 2020, 4:30 PM IST

ଭୁବନେଶ୍ବର: ରାଜ୍ୟରେ ମହିଳା ଅସୁରକ୍ଷିତ । ରକ୍ଷକ ଏଠି ଭକ୍ଷକ ସାଜିଛି । ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡି ଯାଇଛି । ଏପରି କିଛି ଅଭିଯୋଗ କରି ରାଜ୍ୟସରକାରଙ୍କ ଉପରେ ବର୍ଷିଛି ବିଜେପି । ମାଲକାନଗିରି ଓ ବୀରମିତ୍ରପୁରରେ ଦୁଇ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ଆଣି ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଏପରି କହିଛନ୍ତି । ଲୋକେ କିପରି ସୁରକ୍ଷିତ ରହିବେ ତାହା ସରକାରଙ୍କ ଉତ୍ତର ଦାୟିତ୍ବ । ହେଲେ ମହିଳା ଏଠି ଅସୁରକ୍ଷିତ । କୋରୋନା ପାଇଁ ସରକାରଙ୍କୁ ଅସୁବିଧାରେ ପକାଇବାକୁ ଆମେ ଚାହୁଁନଥିଲୁ । ତେବେ ନେଡି ଗୁଡ କହୁଣିକୁ ବୋହି ଯାଇଥିବାରୁ ବିଜେପି ମୁହଁ ଖୋଲିଛି ବୋଲି ସେ କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.