‘ବିଜେଡି ସରକାର ମହିଳା ବିରୋଧୀ’ - ବିଜେପି ସଭାନେତ୍ରୀ ସ୍ମୃତି ପଟ୍ଟନାୟକ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-10898631-thumbnail-3x2-bjp.jpg)
ଭୁବନେଶ୍ବର: ମହିଳା ଦିବସ ପୂର୍ବରୁ ବିଜେଡିକୁ ଟାର୍ଗେଟ କଲେ ବିଜେପି ସଭାନେତ୍ରୀ ସ୍ମୃତି ପଟ୍ଟନାୟକ । ବିଜେଡି ସରକାର ମହିଳା ବିରୋଧୀ ବୋଲି କହିଲେ ବିଜେପି ସଭାନେତ୍ରୀ । ଏହା ସହ କିଛି ପ୍ରଶ୍ନ ପଚାରି ଏହାର ଜବାବ ଦେବାକୁ କହିଲେ ସେ । ସେହିପରି 21 ବର୍ଷରେ ମହିଳାଙ୍କୁ କେତେ ସଶକ୍ତ କରିଛନ୍ତି ନବୀନ ସରକାର ବୋଲି ପ୍ରଶ୍ନ କରିଛନ୍ତି ସେ । ବିଜେଡି ମହିଳା ଦିବସ ପାଇଁ ପ୍ରତି ନିର୍ବାଚନ ମଣ୍ଡଳୀରେ ସମାବେଶ ଆୟୋଜନ କରୁଥିବାରୁ ଏସବୁ ପ୍ରଶ୍ନର ସେଠାରେ ଉତ୍ତର ରଖିବାକୁ ସେ କହିଛନ୍ତି ।