ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣା: ନ୍ୟାୟିକ ତଦନ୍ତ ଦାବି କଲା ବିଜେପି ମହିଳା ମୋର୍ଚ୍ଚା - roukela minor rape and abortion case

🎬 Watch Now: Feature Video

thumbnail

By

Published : Jun 25, 2020, 6:00 PM IST

ରାଉରକେଲା: ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ କରିବା ଘଟଣାର ନ୍ୟାୟିକ ତଦନ୍ତ ଦାବି କରି ବିଜେପି ମହିଳା ମୋର୍ଚ୍ଚାର ପ୍ରତିନିଧି ମଣ୍ଡଳ ଗୁରୁବାର ପଶ୍ଚିମାଞ୍ଚଳ ଡିଆଇଜିଙ୍କୁ ଭେଟିଛନ୍ତି । ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଳାନକୁ ଦେଖା କରି ବିରମିତ୍ରପୁର ଥାନାର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ କରାଇବା ଘଟଣାର ନ୍ୟାୟିକ ଯାଞ୍ଚ କରିବାକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ବିଜେପି ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ ସହିତ ପ୍ରମିଳା ଦାସ ତଥା ଅନ୍ୟମାନେ ପଶ୍ଚିମାଞ୍ଚଳ ଡିଆଇଜିଙ୍କୁ ଭେଟିଥିଲେ । ଏହାସହ ଜଣେ 13 ବର୍ଷୀୟ ନାବାଳିକା ସହିତ ଦୁଷ୍କର୍ମ ଓ ଗର୍ଭପାତ ପରି ଘଟଣା ଅତି ଲଜ୍ଜ୍ୟାଜନକ। ଆଉ ଏହି ଘଟଣାରେ ଖୋଦ ପୋଲିସ କର୍ମଚାରୀ ସହ ଗର୍ଭପାତ କରାଇଥିବା ଡାକ୍ତର ଲିପ୍ତ ଥିବାରୁ ଏହା ଏକ ହାଇ ପ୍ରୋଫାଇଲ କେସ।

For All Latest Updates

TAGGED:

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.