'ନିର୍ବାଚନରେ ବିଜେଡି ବହୁତ ଭଲ କରିବ' - naveen
🎬 Watch Now: Feature Video

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିକ୍ରିୟା ପରେ ଜବାବ ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୋମବାର ଗଣମାଧ୍ୟମ ଜରିଆରେ ନିଜ ପ୍ରତିକ୍ରିୟା ରଖିଥିଲେ। ରବିବାର ମୋଦିଙ୍କ ଭିଡିଓ କନଫରେନ୍ସିଂ ପରେ ଓଡିଶାରେ ରାଜନୈତିକ ପାଣିପାଗ ପାରଦ ଉପରକୁ ଉଠିଥିଲା।