ବୋହୁକୁ ଯୌତୁକ ନିର୍ଯାତନା ପ୍ରସଙ୍ଗ, ପ୍ରତିକ୍ରିୟା ଦେଲେ ସାଂସଦ ଭର୍ତ୍ତୃହରି ମହାତାବ - ଭର୍ତ୍ତୃହରି ମହାତାବଙ୍କ ପ୍ରତିକ୍ରିୟା
🎬 Watch Now: Feature Video
କଟକ: ବୋହୁକୁ ଯୌତୁକ ନିର୍ଯାତନା ପ୍ରସଙ୍ଗ ନେଇ ପ୍ରତିକ୍ରିୟା ଦେଇଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହାତାବ । ଏହା ମୋର ବ୍ୟକ୍ତିଗତ ମାମଲା ବୋଲି କହିଛନ୍ତି ସାସଂଦ । ଏହାଛଡ଼ା ୪ ବର୍ଷ ହେଲା ସାଂସଦଙ୍କ ପୁଅ ଓ ବୋହୁ ଅଲଗା ରହୁଛନ୍ତି । ୩ ବର୍ଷ ତଳୁ ଛାଡପତ୍ର ମାମଲା କୋର୍ଟରେ ଚାଲିଛି । ୨୦୧୮ ମସିହା ଶେଷଆଡ଼କୁ ନବୀନ ବାବୁ ଏ ସମ୍ପର୍କରେ ଅବଗତ ଅଛନ୍ତି ବୋଲି ସେ କହିଛନ୍ତି । ପଟିଆଲ ହାଉସ କୋର୍ଟରେ ଛାଡ଼ପତ୍ର ମାମଲା ଚାଲିଛି । ଶୁଣନ୍ତୁ କଣ କହୁଛନ୍ତି ସାଂସଦ....
Last Updated : Aug 19, 2021, 8:37 PM IST