thumbnail

By

Published : Mar 19, 2021, 1:36 PM IST

ETV Bharat / Videos

ବିରୋଧୀ କେବଳ ରାଜନୀତି ଆଉ ଡ୍ରାମା କରୁଛନ୍ତି: ପ୍ରତାପ ଦେବ

ଭୁବନେଶ୍ବର: ଗତ 6 ଦିନ ବିଧାନସଭା ଅଚଳାବସ୍ଥା ରହିଥିବାବେଳେ ଆଜିଠୁ ଆରମ୍ଭ ହୋଇଛି ଗୃହ କାର୍ଯ୍ୟ । ସରକାର ଚାଷୀ ଓ ମଣ୍ଡି ପ୍ରସଙ୍ଗରେ ଆଲୋଚନ କରିବା ପାଇଁ ପ୍ରସ୍ତୁତ । ଆଜି ଯୋଗାଣମନ୍ତ୍ରୀ ଉତ୍ତର ଦେବାବେଳେ ବିରୋଧୀଦଳ ଗୁଡିକ ବିଧାନସଭାରେ ହଟ୍ଟଗୋଳ କରି କକ୍ଷତ୍ୟାଗ କରୁଛନ୍ତି । ବିରୋଧୀ କେବଳ ରାଜନୀତି ଆଉ ଡ୍ରାମା କରୁଛନ୍ତି ବୋଲି ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି । ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.