thumbnail

ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ, ବାତିଲ ହୋଇପାରେ ପାଟକୁରା ନିର୍ବାଚନ

By

Published : Apr 20, 2019, 7:18 PM IST

ଭୁବନେଶ୍ବର: ଆରପାରିରେ ଉପକୂଳ ଓଡିଶାର ଭେଟେରାନ ନେତା ବେଦପ୍ରକାଶ ଅଗ୍ରୱାଲ । ଦୀର୍ଘ ଦିନରୁ ଅସୁସ୍ଥ ଥିବା ବେଦପ୍ରକାଶଙ୍କ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ମୃତ୍ୟୁ ଖବର ଆସିବା ପରେ ସବୁଠି ଶୋକର ଛାୟା ଖେଳିଯାଇଛି । ବହୁ ବରିଷ୍ଠ ନେତା ତାଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି।

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.