‘ବିଜୟ ନୁହଁନ୍ତି ଆତଙ୍କବାଦୀ, କିଛି କ୍ଷତି ହେଲେ ଦାୟୀ ରହିବେ ମୁଖ୍ୟମନ୍ତ୍ରୀ’

🎬 Watch Now: Feature Video

thumbnail

By

Published : Jan 17, 2020, 11:51 PM IST

ଭିଜିଲାନ୍ସ ବିଭାଗ ଦ୍ବାରା ଗିରଫ ହୋଇଥିବା ଆଇଏଏସ ବିଜୟ କେତନ ପତ୍ନୀଙ୍କ ସାମ୍ବାଦିକ ସମ୍ମିଳନୀ । ମୋ ସ୍ବାମୀ ସମ୍ପୂର୍ଣ୍ଣ ନିର୍ଦୋଷ, ତାଙ୍କୁ ଚକ୍ରାନ୍ତ କରି ଫସାଯାଇଛି । ସେ କଦାପି ଲାଞ୍ଚ ନେଇନାହାନ୍ତି ବୋଲି କହିଛନ୍ତି ପତ୍ନୀ ତୁସୀମା ମିଶ୍ର । ଏହା ସହ ତାଙ୍କ ସ୍ବାମୀ କୌଣସି ଆତଙ୍କବାଦୀ କିମ୍ବା ଦୁଷ୍କର୍ମକାରୀ ନୁହଁନ୍ତି ଯେ ତାଙ୍କୁ ଜାମିନ ଦିଆଯିବ ନାହିଁ ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବିଜୟଙ୍କ ପତ୍ନୀ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.