ଗଣତନ୍ତ୍ର ଦିବସ ପାଇଁ ସଜେଇ ହୋଇଛି ରାଜଧାନୀ - ଗଣତନ୍ତ୍ର ଦିବସ ପାଇଁ ସଜେଇ ହୋଇଛି ଭୁବନେଶ୍ବର

🎬 Watch Now: Feature Video

thumbnail

By

Published : Jan 25, 2021, 10:53 PM IST

ଭୁବନେଶ୍ବର: ରାତି ପାହିଲେ ସାଧାରଣତନ୍ତ୍ର ଦିବସ। ଏଥିପାଇଁ ରାଜଧାନୀ ଭୁବନେଶ୍ବରର ବିଭିନ୍ନ ପଥ ଓ କାର୍ଯ୍ୟାଳୟ ଗୁଡ଼ିକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି। ଲୋକସେବା ଭବନଠାରୁ ଆରମ୍ଭ କରି ସୂଚନା ଭବନ, ମହା ଅଭିଲେଖାଗାର କାର୍ଯ୍ୟାଳୟ, ପୋଲିସ କମିଶନରେଟ ଅଫିସ, କୃଷି ଭବନ ସହିତ ଅନ୍ୟାନ୍ୟ ବଡ଼ ବଡ଼ ବ୍ୟବସାୟ ପ୍ରତିଷ୍ଠାନ ରଙ୍ଗବେରଙ୍ଗର ଆଲୋକମାଳାରେ ସଜେଇ ହୋଇଛି। ସହର ର କେତେକ ମୁଖ୍ୟ ରାସ୍ତା ତ୍ରିରଙ୍ଗା ପତାକା ଭଳି ମନେ ହେଉଛି। ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.