ଅମୃତପୁର ହତ୍ୟାକାଣ୍ଡ ମାମଲା, ଅଭିଯୁକ୍ତକୁ ଗିରଫ ଦାବିରେ ଦାବିପତ୍ର ପ୍ରଦାନ - bhadrak ratnakar murder issue
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-5631718-434-5631718-1578420081432.jpg)
ଭଦ୍ରକ: ଅମୃତପୁର ହତ୍ୟା ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଦାବିପତ୍ର ପ୍ରଦାନ । ଗତ ଡିସେମ୍ବର 11ରେ ତିହିଡି ଥାନା ଅଞ୍ଚଳରେ ଏକ ପରିତ୍ୟକ୍ତ ଘରୁ ରତ୍ନାକର ଖୁଣ୍ଟିଆଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏହି ଘଟଣାରେ ପୋଲିସ ଗତ 11ରେ ରତ୍ନାକରଙ୍କ ସାଙ୍ଗ ଅଣବିନ୍ଦ ମହାନ୍ତିକୁ ଗିରଫ କରିଥିଲା ।