କୋରୋନା ପ୍ରଭାବିତ ଅଞ୍ଚଳରେ କେମିତି ରହିଛି ସ୍ଥିତି, ଦେଖନ୍ତୁ ଏହି ରିପୋର୍ଟ - bhadrak

🎬 Watch Now: Feature Video

thumbnail

By

Published : Apr 25, 2020, 10:45 PM IST

Updated : Apr 26, 2020, 4:53 PM IST

ଭଦ୍ରକ: ଧାମନଗର ବ୍ଳକରୁ ଦୁଇ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବର୍ତ୍ତମାନ ସେଠାରେ ତିନୋଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଏହି ପଞ୍ଚାୟତ ଗୁଡିକରେ ଥିବା 9 ଟି ରାଜସ୍ଵ ଗ୍ରାମକୁ ସମ୍ପୂର୍ଣ୍ଣ ସିଲ କରାଯାଇଛି । ସେଠାରେ ଆଶା ଓ ଅଙ୍ଗନବାଡି କର୍ମୀ ମାନେ ଘରକୁ ଘର ଯାଇ ଲୋକମାନଙ୍କୁ ବୁଝେଇବା ସହ ସ୍ଥିତି ଉପରେ ସତର୍କ ନଜର ରଖିଛନ୍ତି । ମୁଖ୍ୟତଃ କୋଲକାତା ଫେରନ୍ତା ଏଠାରେ ମୁଣ୍ଡ ବ୍ୟଥାର କାରଣ ପାଲଟିଛନ୍ତି । ତେବେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଖଡିପଦା ପଞ୍ଚାୟତର ଗ୍ରାଉଣ୍ଡ ଜିରୋରୁ ଆମେ ଆଶା, ଅଙ୍ଗନବାଡି କର୍ମୀ ଓ ସ୍ଥାନୀୟ ସରପଞ୍ଚଙ୍କ ସହ ସେଠାକାର ସ୍ଥିତି ନେଇ ସିଧାସଳଖ ଆଲୋଚନା କରିଥିଲୁ । ଦେଖନ୍ତୁ ଏହି ରିପୋର୍ଟ....
Last Updated : Apr 26, 2020, 4:53 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.