thumbnail

By

Published : Apr 26, 2020, 8:45 PM IST

ETV Bharat / Videos

କୋରୋନା ମୁକାବିଲା ପାଇଁ ଭଦ୍ରକ ପ୍ରଶାସନର ଜୋରଦାର ପ୍ରସ୍ତୁତି

ଭଦ୍ରକ: ଧାମନଗର ବ୍ଳକରୁ ଦୁଇ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସେଠାରେ ତିନୋଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହି ପଞ୍ଚାୟତ ଗୁଡିକର 9 ଟି ରାଜସ୍ଵ ଗ୍ରାମକୁ ସମ୍ପୂର୍ଣ୍ଣ ସିଲ କରାଯାଇ ସେଠାରେ ସନ୍ଦିଗ୍ଧ ମାନଙ୍କର ନମୂନା ସଂଗ୍ରହ ପ୍ରକ୍ରିୟା ଜୋରସୋର ଚାଲିଛି। ସେପଟେ ସଂକ୍ରମଣକୁ ରୋକିବା ପାଇଁ କଣ୍ଟେନମେଣ୍ଟ ଜୋନ ଆବଶ୍ୟକ ବୋଲି କହିଛନ୍ତି ନମୁନା ସଂଗ୍ରହ କରୁଥିବା ଅଧିକାରୀ। ଏନେଇ ଅଧିକ ଆଲୋଚନା କରିଛନ୍ତି ଆମ ଭଦ୍ରକ ସମ୍ବାଦଦାତା ଦେବାଶିଷ ମହାପାତ୍ର । ଭଦ୍ରକକୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.