Panchayat Election: ସରପଞ୍ଚ ପଦବୀରେ ଲଢୁଛନ୍ତି B-Tech ଛାତ୍ର

By

Published : Jan 31, 2022, 7:50 AM IST

thumbnail
ବ୍ରହ୍ମପୁର: ଏଥର ପଞ୍ଚାୟତ ନିର୍ବାଚରେ ଅନେକ ଉଚ୍ଚ ଶିକ୍ଷିତ ଯୁବକଙ୍କୁ ରାଜନୀତି ମୈଦାନକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଳକ ଆଙ୍କୁଶପୁର ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି ଜଣେ ବି-ଟେକ୍ ଷ୍ଟୁଡେଣ୍ଟ ଶ୍ରୀଖଣ୍ଡି ବେହେରା । ବ୍ରହ୍ମପୁର ସହର ଉପକଣ୍ଠରେ ରହିଥିବା ଏହି ପଞ୍ଚାୟତରେ ଅନେକ ସମସ୍ୟା ରହି ଥିବାବେଳେ ଏହାର ସମାଧାନ କରିବାକୁ ଯୁବକ ଜଣଙ୍କ ଆଗ୍ରହ ପ୍ରକାଶ କରି ନିର୍ବାଚନକୁ ଓଲ୍ଲାଇଥିବା କହିଛନ୍ତି । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.