thumbnail

ଦିପାବଳୀ ଭେଟି: ଆତ୍ମନିର୍ଭର ପ୍ୟାକେଜରେ ଆପଣଙ୍କ ପାଇଁ କ’ଣ ରହିଛି ?

By

Published : Nov 12, 2020, 8:48 PM IST

ଭୁବନେଶ୍ବର: କୋରୋନା କାଳ ମଧ୍ୟରେ ବଢିଥିବା ଆର୍ଥିକ ସଙ୍କଟକୁ ରିଲିଫ ଦେବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଉ ଏକ ରିଲିଫ ପ୍ୟାକେଜ ଆଣିଛନ୍ତି । ଏହା ଅଧିନରେ ମୋଟ 2,65,080 କୋଟି ଟଙ୍କାର 12ଟି ଯୋଜନାର ଘୋଷଣା ହୋଇଛି । ଏହି ରାଶି ଜିଡିପିର 15 ପ୍ରତିଶତ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ଏହି ପ୍ୟାକେଜରେ ଚାଷୀଙ୍କ ପାଇଁ ଫର୍ଟିଲାଇଜର, ଇନଫ୍ରା, ନିଯୁକ୍ତି, ଏମଏସଏମଇ, ହାଉସିଂ ଭଳି ବିଭିନ୍ନ ପ୍ରମୁଖ ସେକ୍ଟର ପାଇଁ କରିଛନ୍ତି ସ୍ବତନ୍ତ୍ର ଘୋଷଣା । ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.