ମମିତା ମୃତ ନା ଜୀବିତ ? DG ମଧ୍ୟ କହିପାରିବେ ନାହିଁ: ମୁକେଶ ମହାଲିଙ୍ଗ - Mukesh Mahalinga on mamita murder case

🎬 Watch Now: Feature Video

thumbnail

By

Published : Dec 4, 2021, 7:28 PM IST

ଭୁବନେଶ୍ବର: ସମ୍ପ୍ରତ୍ତି ବିଧାନସଭା ଅଚଳାବସ୍ଥା ଶାସକ ବିରୋଧୀଙ୍କ ମଧ୍ୟରେ ଜାରି ରହିଛି ଆରୋପ ପ୍ରତ୍ୟାରୋପ । ତେବେ ଏନେଇ କଣ ହେବ ମୁଖ୍ୟ ବିରୋଧୀ ବିଜେପିର ଆଗାମୀ ଆଭିମୁଖ୍ୟ, ଦଳ ଗୃହ ସ୍ବାଭାବିକ ପାଇଁ ସରକାରଙ୍କୁ କରିବ କି ସହଯୋଗ ? ଏନେଇ ବଲାଙ୍ଗୀର ଲୋଇସିଂହା ବିଜେପି ବିଧାୟକ ଡ. ମୁକେଶ ମହାଲିଙ୍ଗଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ସଞ୍ଜୀବ ରାୟ... ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.