ଚାଷୀଙ୍କ ପାଇଁ ଲଢେଇ; ତାରା ବିଷ୍ଣୁଙ୍କ ଧମକ, ଧାନ ଉଠାଅ ନଚେତ୍ ଚଳିବ ନାହିଁ ଗୃହ - Budget
🎬 Watch Now: Feature Video
ଭୁବନେଶ୍ବର: ଧାନପ୍ରସଙ୍ଗକୁ ନେଇ ଗୃହରେ ବିଜେପି ହଟ୍ଟଗୋଳ କରିଥିବାବେଳେ ଏହାର ଜବାବ ଦେଇଛି ବିଜେଡି । ମଣ୍ଡିରେ ଧାନ ପଡିରହିଛି । ଅବିଳମ୍ବେ ଧାନ ଉଠାଯାଉ ବୋଲି ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ କହିଥିବା ବେଳେ କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ମଧ୍ୟ ସମାନ ଅଭିଯୋଗ କରିଛନ୍ତି । ଏହାର ଜବାବ ଦେଇଛନ୍ତି ବିଜେଡି ବିଧାୟକ ସରୋଜ ମେହେର । ଯେହେତୁ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପାଇଛି । କେନ୍ଦ୍ର ସରକାର କମାଉନାହାଁନ୍ତି ସେଥିପାଇଁ ଏଭଳି ହଟ୍ଟଗୋଳ ବିଜେପି କରୁଛି ବୋଲି ସରୋଜ କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ ଓ ଭବାନୀ ଶଙ୍କର ଦାସ, ଇଟିଭି ଭାରତ