ବିନା ଭକ୍ତରେ ଶ୍ରୀରାଧା ପାଦଦର୍ଶନ ନୀତିକାନ୍ତି ସମ୍ପନ୍ନ - Sakhigopal news

🎬 Watch Now: Feature Video

thumbnail

By

Published : Nov 23, 2020, 11:04 PM IST

ସାକ୍ଷୀଗୋପାଳ: ଶ୍ରୀରାଧା ପାଦଦର୍ଶନ ଉପଲକ୍ଷେ ସାକ୍ଷୀଗୋପାଳ ମନ୍ଦିର ପରିସରରେ 144 ଧାରା ଲଗାଇଥିଲା ପୁରୀ ଜିଲ୍ଲା ପ୍ରଶାସନ। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ଏଭଳି ନିଷ୍ପତି ନେଇଥିଲା। କେବଳ ସେବାୟତମାନେ ମନ୍ଦିର ଭିତରକୁ ପ୍ରବେଶ କରି ସାକ୍ଷୀଗୋପୀନାଥଙ୍କ ନଟବର ବେଶ ଓ ଶ୍ରୀରାଧାଙ୍କୁ ଓଡିଆଣୀ ବେଶରେ ସଜ୍ଜିତ କରିଥିଲେ । ସନ୍ଧ୍ୟାରେ ସେବାୟତ ମାନେ ସମୁହ ଗୋପାଳ ସହସ୍ରନାମ, ଗୀତଗୋବିନ୍ଦ ଓ ନାମ ସଂକୀର୍ତ୍ତନ ଆଦି କରି ଏହି କୋରାନା ମହାମାରୀରୁ ଜଗତକୁ ଉଦ୍ଧାର କରିବା ପାଇଁ ପ୍ରର୍ଥନା କରିଥିଲେ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.