ମୟୂରଭଞ୍ଜରୁ ଅମ୍ଫାନ ଗଲା ପରେ ଆରମ୍ଭ ହେଲା ଗଛକଟା ପ୍ରକ୍ରିୟା - ବାତ୍ୟା ଅମ୍ଫାନ

🎬 Watch Now: Feature Video

thumbnail

By

Published : May 20, 2020, 4:23 PM IST

ବାରିପଦା: ବାତ୍ୟା ଅମ୍ଫାନର ପ୍ରଭାବ ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି । ବାତ୍ୟା ଅମ୍ଫାନ ପ୍ରଭାବରେ ପବନର ବେଗ ବଢିବାରେ ଲାଗିଛି । ପବନର ବେଗ ଅଧିକ ଥିବାରୁ ଜିଲ୍ଲାର ବିଭିନ୍ନ ବ୍ଲକରେ ଗଛ ସବୁ ଭାଙ୍ଗି ରାସ୍ତା ଉପରେ ପଡିଥିବା ଦେଖିବାକୁ ମିଳିଛି । ଅମ୍ଫାନ ପ୍ରଭାବରେ ଗଛ ସହ କେତେକ ସ୍ଥାନରେ ଘର ଭାଙ୍ଗିଥିବା ଜଣାପଡିଛି । ତେବେ ଭାଙ୍ଗିଯାଇଥିବା ଗଛଗୁଡିକୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ରାସ୍ତା ଉପରୁ ସଫା କରୁଛନ୍ତି । ଆସନ୍ତୁ ଦେଖିବା ମୟୂରଭଞ୍ଜ ଜିଲ୍ଲାରେ କଣ ରହିଛି ସ୍ଥିତି.. ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.