ଜାନୁୟାରୀ 2 ତାରିଖରୁ ଖୋଲିବ ରାଜ୍ୟର ସମସ୍ତ ସାଂସ୍କୃତିକ ମଣ୍ଡପ - All cultural program will start January 2

🎬 Watch Now: Feature Video

thumbnail

By

Published : Jan 2, 2021, 8:19 PM IST

ଭୁବନେଶ୍ବର : ଆସନ୍ତା ଜାନୁୟାରୀ ମାସ 2 ତାରିଖ ଅର୍ଥାତ ନୂଆବର୍ଷ ଠାରୁ ରାଜ୍ୟର ବିଭିନ୍ନ ସାଂସ୍କୃତିକ ମଣ୍ଡପ ଓ ପ୍ରେକ୍ଷାଳୟ ଖୋଲିବ। ଏଥିନେଇ ପ୍ରସ୍ତୁତି ଚାଲିଥିବା କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ। କୋଣାର୍କ ମହୋତ୍ସବ ଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ପର୍ଯ୍ୟାୟକ୍ରମେ ରାଜ୍ୟର ସମସ୍ତ ମଣ୍ଡପ ଗୁଡିକୁ ଖୋଲାଯିବ ବୋଲି ରଞ୍ଜନ କୁମାର ଦାସ କହିଛନ୍ତି । ଏହା ହେଲେ କଳାକାର ଓ ଅନୁଷ୍ଠାନ ଗୁଡିକ ସେମାନଙ୍କ କାର୍ଯ୍ୟକ୍ରମ ପରିବେଷଣ କରିବାର ସୁଯୋଗ ପାଇବେ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.