thumbnail

ଅନବସରରେ ମହାପ୍ରଭୁ, ଦେଖନ୍ତୁ ଅଲାରନାଥଙ୍କ ମଙ୍ଗଳ ଆଳତୀ

By

Published : Jun 30, 2021, 6:43 AM IST

Updated : Jun 30, 2021, 7:23 AM IST

ଅନବସର ଷଷ୍ଠ ଦିନରେ ଅଲାରନାଥଙ୍କ ମଙ୍ଗଳ ଆଳତୀ । ଏହି ସମୟରେ ଅଲାରନାଥଙ୍କୁ ଦର୍ଶନ କଲେ କୋଟିପୁଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି । ମହାପ୍ରଭୁ ଅଣସର ଘରକୁ ଯିବା ପରେ ହଜାର ହଜାର ଭକ୍ତ ଅଲାରନାଥଙ୍କ ଦର୍ଶନ କରିଥାନ୍ତି । ଏହି ସମୟରେ ଅଲରାନାଥଙ୍କ କ୍ଷୀରି ଭୋଗ ଲାଗି ହୋଇଥାଏ । ଜଗନ୍ନାଥଙ୍କୁ 350 ଦିନ ଦର୍ଶନ କରିବାରେ ଯେଉଁ ପୁଣ୍ୟ ଅର୍ଜନ ହୋଇଥାଏ, ଅଣସର ସମୟରେ ଅଲାରନାଥଙ୍କୁ ଗୋଟିଏ ଦିନ ଦର୍ଶନ କଲେ ସେତିକି ପୂଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି ।
Last Updated : Jun 30, 2021, 7:23 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.