thumbnail

By

Published : Jul 15, 2020, 7:12 PM IST

ETV Bharat / Videos

ପ୍ରକାଶ ପାଇଲା ଆଦର୍ଶ ବିଦ୍ୟାଳୟ ଫଳାଫଳ

ଭୁବନେଶ୍ବର: ଓଡିଶା ଆଦର୍ଶ ବିଦ୍ୟାଳୟର ଚଳିତ ବର୍ଷ ଦଶମ ଶ୍ରେଣୀର ଫଳାଫଳ ପ୍ରକାଶ । ଚଳିତ ବର୍ଷ 214 ସ୍କୁଲର 5,430 ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ସେଥିରୁ 4427 ପିଲା ପାସ କରିଛନ୍ତି । 82.09 % ପାସ୍ ର ହାର ହୋଇଛି । ବଲାଙ୍ଗୀରରେ 98.8 ମାର୍କ ରଖି ସଂସ୍କିର୍ଟି ହମାରୀ ଟପର ହୋଇଛନ୍ତି , ଦ୍ଵିତୀୟରେ ଭୁବନ ମେହେର 98.6 ଜୁନାଗଡ଼ ଓ ତୁତୀୟରେ ସଙ୍ଗୀତ ସଙ୍ଗମିତ୍ର ନାୟକ 97.8 ଆନନ୍ଦପୁର ରହିଛନ୍ତି । ଏହାସହ 7 ଟି ସ୍କୁଲରେ 100 ପ୍ରତିଶତ ରେଜଲ୍ଟ ହୋଇଛି ବୋଲି ସୂଚନା ଦେଇଛନ୍ତି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଉପଦେଷ୍ଟା ବିଜୟ କୁମାର ସାହୁ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.