ସରିଲା ଶ୍ରୀଜିଉଙ୍କ ଅଧରପଣା ନୀତି - Adhara pana ritual of lord jagannath

🎬 Watch Now: Feature Video

thumbnail

By

Published : Jul 3, 2020, 9:16 PM IST

ପୁରୀ: ଶ୍ରୀଜିଉଙ୍କୁ ଅଧରପଣା ନୈବେଦ୍ୟ ପରେ ଦେବତା, ଋଷି, ଗନ୍ଧର୍ବ, ଯକ୍ଷ, ଦେବାଦେବୀ, ବାଡି, ବସନ୍ତ, ମହାମାରୀ, ରକ୍ଷ, କିନ୍ନର, ଚଣ୍ଡି, ଚାମୁଣ୍ଡା, ଅଶରୀରୀ, ପିଶାଚ, ଯୋଗିନୀ ପ୍ରଭୃତିଙ୍କୁ ପରିତୃପ୍ତି ନିମନ୍ତେ ଏହା ପ୍ରଦାନ କରାଯାଏ । ଭୂତ ପ୍ରେତଙ୍କ ଉଦ୍ଦେଶ୍ୟରେ ଏହା ଉଦ୍ଦିଷ୍ଟ ଥିବାରୁ ରଥ ଉପରେ ପଣା ହାଣ୍ଡି ଭଙ୍ଗାଯାଏ । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.