thumbnail

By

Published : Sep 13, 2020, 5:51 PM IST

ETV Bharat / Videos

ବନ୍ଧୁ ବିଜୟଙ୍କ ପାଖକୁ ଚାଲିଗଲେ ଅଜିତ, ‘ଏକା କଣ କରିବି କହି’ କାନ୍ଦିଥିଲେ ସେଦିନ...

ଭୁବନେଶ୍ବର: ନିକଟରେ ଓଲିଉଡର ବର୍ଷିୟାନ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ ଘଟିଥିଲା । ଆଉ ଆଜି ଜଣେ ବରିଷ୍ଠ ଅଭିନେତା ତଥା ସଂଙ୍ଗୀତ ମହାବିଦ୍ୟାଳୟର ଅଧ୍ୟାପକ ଅଜିତ୍‌ ଦାସଙ୍କ ପରଲୋକ ଘଟିଛି । ତେବେ ଦେଖନ୍ତୁ ଗତ କିଛି ଦିନ ତଳେ ବିଜୟ ମହାନ୍ତିଙ୍କ ବିୟୋଗରେ କିପରି ଭାବ ବିହ୍ବଳ ହୋଇପଡିଥିଲେ ଅଜିତ୍‌ । ନିଜ ବନ୍ଧୁଙ୍କ ହରାଇବା ପରେ ସେ କଣ କରିବେ ବୋଲି ଅବାକ୍‌ ହୋଇ ପଡିଥିଲେ । ଆଉ ଆଜି ସେ ସମସ୍ତଙ୍କୁ ପର କରିଦେଇ ନିଜ ବନ୍ଧୁଙ୍କ ପାଖକୁ ଚାଲିଗଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.