thumbnail

By

Published : Jun 20, 2020, 4:45 PM IST

ETV Bharat / Videos

ଯାଜପୁରେ ୪୮ ଘଣ୍ଟିଆ ସଟଡାଉନ, ଖାଁଖାଁ ରାସ୍ତା ଘାଟ

ଯାଜପୁର: ଜିଲ୍ଲାରେ ଆରମ୍ଭ ହେଇଛି ଜୁନ ମାସର ତୃତୀୟ ସପ୍ତାହର ୪୮ ଘଣ୍ଟିଆ ସଟଡାଉନ । ଏଥିପାଇଁ ଗାଁ ଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଜନଶୂନ୍ୟ । ଦୋକୋନା ବଜାରଠାରୁ ନେଇ ବ୍ୟାଙ୍କ ପର୍ଯ୍ୟନ୍ତ ସବୁକିଛି ବନ୍ଦ । ତେବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଜୁନ ମାସର ପ୍ରଥମ ସପ୍ତାହରୁ ଯାଜପୁର ଜିଲ୍ଲାରେ ପ୍ରତେକ ସପ୍ତାହର ଶନିବାର ଆଉ ରବିବାରରେ କାର୍ଯ୍ୟକାରୀ ହେଉଛି ସଟଡାଉନ ନିୟମ । ଜିଲ୍ଲାରେ ଏବେ ସୁଦ୍ଧା ୩୬୦ ଜଣ କୋରଣା ରୋଗୀ ଚିହ୍ନଟ ହେଇଥିବା ବେଳେ ୩୨୬ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଆଉ ୩୪ ଜଣ କୋରୋନା ରୋଗୀ ବର୍ତ୍ତମାନ ଟାଟା କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଯାଜପୁର ଜିଲ୍ଲାରେ ସଟଡାଉନ ପରେ ଜିଲ୍ଲାରେ କିଭକି ଅଛି ସ୍ଥିତ, ଏନେଇ ଅଧିକ ସୂଚନା ଦେଉଛନ୍ତି ଆମ ଯାଜପୁର ସମ୍ବାଦିକ । ଯଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.