2ଦିନିଆ ସଟଡାଉନର ପ୍ରଥମ ଦିନ, କେନ୍ଦ୍ରାପଡାର ସ୍ଥିତି ପରଖିଲା ’ଇଟିଭି ଭାରତ’ - 2 days shutdown
🎬 Watch Now: Feature Video
କେନ୍ଦ୍ରାପଡା: କୋଭିଡ-19 ପାଇଁ ଚଳିତ ଜୁନ ମାସର ପ୍ରତ୍ୟେକ ଶନିବାର ଓ ରବିବାରକୁ ଉପକୂଳବର୍ତ୍ତୀ ଅଞ୍ଚଳର 11ଟି ଜିଲ୍ଲାରେ ସଟଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟ ସଟଡାଉନ ହୋଇଛି । ଜରୁରୀ ସେବା ମେଡିକାଲ, ପାଥୋଲାବ,ପେଟ୍ରୋଲ ପମ୍ପ ଇତ୍ୟାଦି ଖୋଲା ରହିଛି । ଅନ୍ୟ ସମସ୍ତ ଦୋକାନ ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ବ୍ୟାରିକେଡ଼ିଂ ବ୍ୟବସ୍ଥା କରାଯାଇଛି ।