thumbnail

ରାଜଧାନୀରେ ବଢିଚାଲିଛି କୋରାନା ସଂକ୍ରମଣ, ଦେଖନ୍ତୁ କ'ଣ ରହିଛି ସ୍ଥିତି

By

Published : Jul 24, 2020, 2:54 PM IST

ଭୁବନେଶ୍ବର: ଦିନକୁ ଦିନ କରୋନା ଭୁବନେଶ୍ବରରେ ଉଗ୍ର ରୂପ ଧାରଣ କରୁଛି। ଶୁକ୍ରବାର ଭୁବନେଶ୍ବରର ବିଜେବି ନଗର ହରି ନଗର ବସ୍ତିରେ ପାଖାପାଖି ୪୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ବିଏମସି ପକ୍ଷରୁ ଏହାକୁ ସିଲ କରିଦିଆଯାଇଛି। ବିଏମସି ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.