thumbnail

By

Published : Jul 27, 2020, 5:23 PM IST

ETV Bharat / Videos

ଅଗଷ୍ଟରୁ ଦୈନିକ ହେବ 15 ହଜାର ଟେଷ୍ଟ: ଆଇଏଲଏସ ନିର୍ଦ୍ଦେଶକ

ଭୁବନେଶ୍ବର: ଅଗଷ୍ଟରୁ ରାଜ୍ୟରେ ଦୈନିକ ହେବ 15 ହଜାର କୋରୋନା ଟେଷ୍ଟ । ବିଭିନ୍ନ ସ୍ଥାନରେ ମୋବାଇଲ ଭ୍ୟାନ୍‌ ଦ୍ବାରା କରାଯିବ ଟେଷ୍ଟିଂ । ଆଣ୍ଟିଜେନ ଟେଷ୍ଟ ପାଇଁ ରାଜ୍ୟରେ ବୁଲିବ ମୋବାଇଲ ଭ୍ୟାନ । ରାଜ୍ୟର ବିଭିନ୍ନ ପ୍ରାନ୍ତରେ ମୋବାଇଲ ଭ୍ୟାନ ବୁଲାଯାଇ କୋରୋନା ଟେଷ୍ଟ କରାଯିବ । ସେହିପରି କୋରୋନାର ସ୍ଥିତି ବର୍ତ୍ତମାନ ରାଜ୍ୟରେ ପିକରେ ରହିଛି । ଆଗକୁ ବଢିବ କି କମିବ ତାହା କହିବା ଅସମ୍ଭବ । ସେରୋ ସର୍ଭିଲାନ୍ସ ପରେ ଅଗଷ୍ଟ ମାସରୁ ଦୈନିକ 15000 ଟେଷ୍ଟିଂ ପାଇଁ ରାଜ୍ୟ ସରକାରଙ୍କୁ ଲେଖାଯାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.