ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ କ୍ରିକେଟ ଖେଳିଲେ କେନ୍ଦ୍ରମନ୍ତ୍ରୀ ଗଡକରୀ - ଗଡକରୀଙ୍କ ସହ କ୍ରିକେଟ ଖେଳିଲେ ହାର୍ଦ୍ଦିକ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-5838573-thumbnail-3x2-fadnavis.jpg)
ମୁମ୍ବାଇ: ମହାରାଷ୍ଟ୍ର ନାଗପୁର ଠାରେ ଆୟୋଜିତ ଏକ କ୍ରୀଡା ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଭାରତୀୟ ଟିମର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଏହି ମହୋତ୍ସବରେ ବିଜେତାଙ୍କୁ ପୁରସ୍କାର ଦେବା ପରେ ଦେଖିବାକୁ ମିଳିଥିଲା ଏକ ଖାସ ଦୃଶ୍ୟ। କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀଶ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ କ୍ରିକେଟ ଖେଳିଥିଲେ। ଉଭୟ ନେତା ବୋଲିଂ କରଥିବା ବେଳେ ବ୍ୟାଟିଂ କରିଥିଲେ ପାଣ୍ଡ୍ୟା। ଦେଖନ୍ତୁ ଭିଡିଓ...