ଆଇପିଏଲ ଖେଳସୂଚୀ: ପ୍ରଥମ ମ୍ୟାଚରେ ଲଢିବେ ରୋହିତ-ଧୋନି

By

Published : Sep 6, 2020, 11:00 PM IST

thumbnail

ହାଇଦ୍ରାବାଦ: ଘଟିଲା ସବୁ ପ୍ରତୀକ୍ଷାର ଅନ୍ତ । ଶେଷରେ ଘୋଷଣା ହୋଇଛି ଆଇପିଏଲର 13 ତମ ସଂସ୍କରଣର ଖେଳସୂଚୀ । ଆସନ୍ତା 19 ତାରିଖରୁ ଆରମ୍ଭ ୟୁଏଇର ଆବୁଧାବି ସହରରୁ ଆରମ୍ଭ ହେବ ଭାରତର ବିତ୍ତଶାଳୀ ଲିଗ୍‌ । ତେବେ ପ୍ରଥମ ମ୍ୟାଚରେ ଲଢିବେ ଆଇପିଏଲର ଦୁଇ ସଫଳ ଟିମ । ଧୋନିଙ୍କ ଚେନ୍ନାଇ ଓ ରୋହିତଙ୍କ ମୁମ୍ବାଇ ଦଳ ମଧ୍ୟରେ ହେବ ଆଇପିଏଲର ସିଜିନ ଓପନର ମ୍ୟାଚ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.