ଆଇପିଏଲ ସମର: କିଙ୍ଗ୍ସ-ରୟାଲ୍ସ ମ୍ୟାଚର କିଛି ଗୁରୁତ୍ବପୂର୍ଣ୍ଣ ରେକର୍ଡ, ଦେଖନ୍ତୁ ସ୍ବତନ୍ତ୍ର ଭିଡିଓ

By

Published : Sep 27, 2020, 8:33 PM IST

thumbnail

ଶାରଜା:ଶାରଜା କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ଲିଗର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ମ୍ୟାଚ । କିଙ୍ଗ୍ସ ଓ ରୟାଲ୍ସ ମଧ୍ୟରେ ଦେଖିବାକୁ ମିଳିବା କାଣ୍ଟେକା ଟକ୍କର । କାରଣ ଦୁଇ ଦଳ ନିଜ ନିଜର ପୂର୍ବ ମ୍ୟାଚରେ ବିଜୟ ଟିକା ପିନ୍ଧିଛନ୍ତି । ରାଜସ୍ଥାନ ପୂର୍ବ ମ୍ୟାଚରେ 3 ଥର ଚମ୍ପିଆନ ଚେନ୍ନାଇ ସୁପରକିଙ୍ଗ୍ସକୁ ଚିତ୍‌ପଟାଙ୍ଗ କରିଥିବାବେଳେ ବିରାଟଙ୍କ ବାଙ୍ଗାଲୋର ଦଳକୁ ଧୂଳି ଚଟାଇଥିଲା କିଙ୍ଗ୍ସ ଏକାଦଶ ପଞ୍ଜାବ । ତେବେ ଆଜି ମ୍ୟାଚରେ ରାଜସ୍ଥାନର ପଲ୍ଲା ଭାରି ନଜର ଆସୁଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.