ଆଇପିଏଲ ସମର: ଦିଲ୍ଲୀ ବନାମ ଚେନ୍ନାଇ ମ୍ୟାଚ ରେକର୍ଡ - IPL 2020
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9213972-thumbnail-3x2-acac.jpg)
ଶାରଜା: ମନ୍ଥର ଗତିରେ ବିଜୟ ଟ୍ରାକକୁ ଫେରିଥିବା ଚେନ୍ନାଇ ସୁପର କିଙ୍ଗ୍ସ ଆହାତ ସମସ୍ୟା ଦେଇ ଗତି କରୁଥିବା ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଶନିବାର ମୁକାବିଲା ହେଉଛି । ଶାରଜା କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି ଏହି ମ୍ୟାଚ ।